ଓଡିଶା

odisha

ETV Bharat / bharat

କୋରୋନା ସଚେତନତା, ସାନିଟାଇଜର ବାଣ୍ଟିଲେ ମହାରାଷ୍ଟ୍ର ଶ୍ରୀଜେନ ଆଲର୍ଟ ଗ୍ରୁପ - corona news

କୋରୋନା ପାଇଁ ସଚେତନତା । ମୁମ୍ବାଇବାସୀଙ୍କୁ ବଣ୍ଟାଗଲା ସାନିଟାଇଜର ଓ ମାସ୍କ । ଅଧିକ ପଢନ୍ତୁ.....

corona
କୋରୋନା ପାଇଁ ସଚେତନତା

By

Published : Mar 18, 2020, 3:55 AM IST

ମୁମ୍ବାଇ :ସାରା ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ଭାରତରେ ଆକ୍ରାନ୍ତଙ୍କ ସଖ୍ୟା 140 ଛୁଇଁ ଥିବା ବେଳେ, 3 ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଯାହାକୁ ନେଇ ସରକାରୀଙ୍କ ପକ୍ଷରୁ ବିଭିନ୍ନ ସତର୍କତା ଗ୍ରହଣ କରାଯାଉଛି। ଏହାସହ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଉଛି ।

ଏନେଇ ମହାରାଷ୍ଟ୍ରରେ ଶ୍ରୀଜେନ ଆଲର୍ଟ ଗ୍ରୃପ ପକ୍ଷରୁ ସାଧାରଣ ଲୋକଙ୍କୁ ସାନିଟାଇଜର ଓ ମାସ୍କ ବଣ୍ଟନ କରାଯାଉଛି । କୋରନାରୁ କିଭଳି ସତର୍କ ରହିବେ ସେନେଇ ଶ୍ରୀଜେନ ଆଲର୍ଟ ଗ୍ରୃପର ସଦସ୍ୟମାନେ ଲୋକଙ୍କୁ ସଚେତନ କରାଇଥିଲେ ।

ABOUT THE AUTHOR

...view details