ସିଲଂ: ମେଘାଳୟରେ ପ୍ରଥମ କୋରୋନା ଜନିତ ମୃତ୍ୟୁ ହୋଇଛି । ଆଜି(ବୁଧବାର) ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ।
ମେଘାଳୟରେ ପ୍ରଥମ କୋରୋନା ମୃତ୍ୟୁ - Meghalaya
ମେଘାଳୟରେ ପ୍ରଥମ କୋରୋନା ଜନିତ ମୃତ୍ୟୁ ହୋଇଛି । ଆଜି(ବୁଧବାର) ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ।
ମେଘାଳୟରେ ପ୍ରଥମ କୋରୋନା ମୃତ୍ୟୁ
ବେଥାନିଆ ହସ୍ପିଟାଲର ପ୍ରତିଷ୍ଠାତା 69 ବର୍ଷୀୟ ଡ଼ଃ ଜନ୍ ଏଲ୍ ସାଇଲୋ ରିଣ୍ଟାଥିଆଙ୍ଗଙ୍କର ରାତି 2ଟା 45ମିନିଟରେ ମୃତ୍ୟୁ ଘଟିଥିବା ପରିବାର ସଦସ୍ୟ ସୂଚନା ଦେଇଛନ୍ତି। ସୋମବାର ସକାଳେ ସେ କୋରୋନା ପଜିଟିଭ୍ ଥିବା ଜଣାପଡିଥିଲା ।
@PTI