ଓଡିଶା

odisha

ETV Bharat / bharat

ମେଘାଳୟର ସମସ୍ତ ପର୍ଯ୍ୟଟନସ୍ଥଳ ବନ୍ଦ - ମେଘାଳୟ ସମସ୍ତ ପର୍ଯ୍ୟଟନ ସ୍ଥଳ ବନ୍ଦ

କୋରୋନା ପ୍ରଭାବ ଯୋଗୁଁ ମେଘାଳୟର ସବୁ ପର୍ଯ୍ୟଟନ ସ୍ଥଳକୁ ବନ୍ଦ କଲେ ରାଜ୍ୟ ସରକାର । ଅଧିକ ସୂଚନା ପାଇଁ ପଢନ୍ତୁ ...

Meghalaya closes down all tourist places
ମେଘାଳୟର ସମସ୍ତ ପର୍ଯ୍ୟଟନ ସ୍ଥଳ ବନ୍ଦ

By

Published : Mar 19, 2020, 5:25 PM IST

ସିଲଂ: ମାର୍ଚ୍ଚ 31 ଯାଏଁ ମେଘାଳୟର ସବୁ ପର୍ଯ୍ୟଟନ ସ୍ଥଳ ବନ୍ଦ । କୋରୋନା ଯୋଗୁଁ ମେଘାଳୟର ସବୁ ପର୍ଯ୍ୟଟନ ସ୍ଥଳ ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ କରିବାକୁ ରାଜ୍ୟ ସରକାର ଗୁରୁବାର କହିଛନ୍ତି। ସରକାର ଆହୁରି କହିଛନ୍ତି ଯେ ଏହି ବନ୍ଦ ଆଦେଶକୁ ମଧ୍ୟ ଏପ୍ରିଲ 15 ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ |

ମେଘାଳୟ ସରକାରଙ୍କ ଏକ ବିବୃତ୍ତିରେ କୁହାଯାଇଛି ଯେ ସିଲଂ ଏବଂ ମେଘାଳୟର ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରିବାକୁ ଚାହୁଁଥିବା ସମସ୍ତ ପର୍ଯ୍ୟଟକ ସେମାନଙ୍କ ଯାତ୍ରା ଯୋଜନାକୁ ପୁନଃନିର୍ଦ୍ଧାରଣ କରିବାକୁ ଅନୁରୋଧ କରାଯାଇଛି। ବର୍ତ୍ତମାନ ଭାରତରେ ଅତିକମରେ 181 ଲୋକ କରୋନାଭାଇରସରେ ପଜିଟିଭ ଥିବା ଜଣାପଡିଛି ।

@ IANS

ABOUT THE AUTHOR

...view details