ଅମରାବତୀ: କୋରୋନା ଭାଇରସ ପ୍ରଭାବକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶର ସବୁ ବଜାରରେ ମାର୍କିଂ କରାଯାଇଛି । ଲୋକମାନେ ସାମଗ୍ରୀ କିଣିବା ସମୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସାରା ରାଜ୍ୟର ବଜାରରେ ମାର୍କିଂ କରାଯାଇଥିବା ଜଣାପଡିଛି । ସେହିଭଳି ତିରୁମାଲା ସହରରେ ନିୟମିତ ଦୋକାନ ଥିବା ରାସ୍ତାରେ ମାର୍କିଂ କରାଯାଇଛି। ଅଧିକାଂଶ ସ୍ଥାନୀୟ ଲୋକ ଏହି ନିୟମ ଅନୁସରଣ କରୁଥିବା ଦେଖାଯାଇଥିଲା।
ସାମାଜିକ ଦୂରତା ରଖିବାକୁ ବଜାର ସାରା ଚିହ୍ନ - ସାମାଜିକ ଦୂରତା ରଖିବାକୁ ବଜାର ସାରା ମାର୍କିଂ
କୋରୋନା ପ୍ରଭାବ ସାମାଜିକ ଦୂରତା ରଖିବା ପାଇଁ ବଜାର ସାରା ମାର୍କିଂ କଲା ଆନ୍ଧ୍ରପ୍ରଦେଶ ସରକାର । ଅଧିକ ସୂଚନା ପାଇଁ ପଢନ୍ତୁ ...
![ସାମାଜିକ ଦୂରତା ରଖିବାକୁ ବଜାର ସାରା ଚିହ୍ନ markings drawn in andhras markets to maintain social distancing](https://etvbharatimages.akamaized.net/etvbharat/prod-images/768-512-6557139-thumbnail-3x2-ap.jpg)
ସାମାଜିକ ଦୂରତା ରଖିବାକୁ ବଜାର ସାରା ମାର୍କିଂ
ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗୁରୁବାର ଦିନ 88 ଟି ନୂଆ କୋଭିଡ-19 ମାମଲା ରିପୋର୍ଟ ହୋଇଥିଲା । ଯାହାକି ଗୋଟିଏ ଦିନରେ ସର୍ବାଧିକ ଅଟେ । ବର୍ତ୍ତମାନ ଦେଶର ମୋଟ କୋରୋନା ମାମଲା 727କୁ ବୃଦ୍ଧି ପାଇଛି।
@ ANI
TAGGED:
କୋରୋନା ପ୍ରଭାବ