ଓଡିଶା

odisha

ETV Bharat / bharat

ନିଜାମୁଦ୍ଦିନ ମରକଜ୍ ମାମଲା: ଲଣ୍ଡା ହେଲେ 11 ପୋଲିସ ଅଫିସର - corona virus

ନିଜାମୁଦ୍ଦିନ ମରକଜ୍ କୋଠା ଖାଲି କରିବାରେ ସାମିଲ ଥିବା 11 ପୋଲିସ ଅଫିସର ଲଣ୍ଡା ହୋଇଛନ୍ତି । କୋରୋନା ଭାଇରସ ଠାରୁ ରକ୍ଷା ପାଇବ ପାଇଁ ଅଫିସର ମାନେ ଲଣ୍ଡା ହୋଇଥିବାର ସୂଚନା ମିଳିଛି ।

Markaz operation
ନିଜାମୁଦ୍ଦିନ ମରକଜ୍ ମାମଲା

By

Published : Apr 4, 2020, 2:41 PM IST

ନୂଆଦିଲ୍ଲୀ: ନିଜାମୁଦ୍ଦିନ ମରକଜ୍ କୋଠା ଖାଲି କରିବାରେ ସାମିଲ ଥିବା 11 ପୋଲିସ ଅଫିସର ଲଣ୍ଡା ହୋଇଛନ୍ତି । କୋରୋନା ଭାଇରସ ଠାରୁ ରକ୍ଷା ପାଇବ ପାଇଁ ଅଫିସର ମାନେ ଲଣ୍ଡା ହୋଇଥିବାର ସୂଚନା ମିଳିଛି । ଏହାସହ 7 ଜଣ ପୋଲିସ ଅଫିସର ନିଜକୁ କ୍ବାରେଣ୍ଟାଇନରେ ମଧ୍ୟ ରଖିଛନ୍ତି ।

ପ୍ରାୟ 2,361 ଜଣଙ୍କୁ ନିଜାମୁଦ୍ଦିନ ମରକଜରୁ ଖାଲି କରାଯାଇଥିଲା । ପ୍ରକାଶଥାଉକି, ମାର୍ଚ୍ଚ 24ରେ ଦିଲ୍ଲୀ ପୋଲିସ କମିଶନର ଏସ ଏନ ଶ୍ରୀବାସ୍ତବ ପ୍ରତ୍ୟେକ ପୋଲିସ ଅଫିସରଙ୍କୁ 10 ଦିନିଆ କ୍ବାରେଣ୍ଟାଇନରେ ରହିବାକୁ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details