ଅମରାବତୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ସରକାରୀ ଇନଫର୍ମର ସନ୍ଦେହରେ ଜଣେ ନିରୀହ ଆଦିବାସୀକୁ ହତ୍ୟା କରିଛନ୍ତି ମାଓବାଦୀ । ହତ୍ୟା କରାଯାଇଥିବା ଚିଣ୍ଟାଗୁରୁ ଗ୍ରାମର ଚିକୁଡୁ ସତ୍ୟରାଓ ।
ଇନଫର୍ମର ସନ୍ଦେହରେ ଆଦିବାସୀ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ - ଆନ୍ଧ୍ରପ୍ରଦେଶ
ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ସରକାରୀ ଇନଫର୍ମର ସନ୍ଦେହରେ ଜଣେ ନିରୀହ ଆଦିବାସୀକୁ ହତ୍ୟା କରିଛନ୍ତି ମାଓବାଦୀ ।
![ଇନଫର୍ମର ସନ୍ଦେହରେ ଆଦିବାସୀ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ ଆଦିବାସୀ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ](https://etvbharatimages.akamaized.net/etvbharat/prod-images/768-512-9982204-95-9982204-1608729537860.jpg)
ଆଦିବାସୀ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ