ଇମ୍ଫାଲ:ମଣିପୁରର ଚାନ୍ଦେଲ ଜିଲ୍ଲାରେ ଭୂମିକମ୍ପ ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4.0 ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭୂମିକମ୍ପର ତୀବ୍ରତା କମ ଥିବାକୁ କୌଣସି ଧନସମ୍ପତ୍ତିର କ୍ଷୟକ୍ଷତି ହୋଇନଥିବା ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ।
ମଣିପୁରରେ 4.0 ତୀବ୍ରତାର ଭୂମିକମ୍ପ - Chandel district
ମଣିପୁରର ଚାନ୍ଦେଲ ଜିଲ୍ଲାରେ ଭୂମିକମ୍ପର ଝଟକା । ଭୂମିକମ୍ପର ତୀବ୍ରତା 4.0 ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...
ମଣିପୁରରେ 4.0 ତୀବ୍ରତାର ଭୂମିକମ୍ପ
ଏନସିଏସ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମୋୟରାଙ୍ଗର 43 କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା । ତେବେ କୋରୋନା ସଙ୍କଟ ସମୟରେ ଦେଶରେ ଦେଶରେ ବିଭିନ୍ନ ସ୍ଥାନରେ ଭୂମିକମ୍ପର ଭୟ ଲୋକଙ୍କୁ ଆତଙ୍କିତ କରିଛି ।