ଓଡିଶା

odisha

ETV Bharat / bharat

ସୁଲତାନପୁରରୁ ନାମାଙ୍କନ ଭରିଲେ ମେନକା ଗାନ୍ଧୀ - election

ପ୍ରାର୍ଥିପତ୍ର ଦାଖଲ କଲେ ମନେକା ଗାନ୍ଧୀ। ସୁଲତାନପୁର ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ନିଜର ନାମାଙ୍କନ ଭରିଲେ ମେନକା।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ANI

By

Published : Apr 18, 2019, 12:40 PM IST

ଉତ୍ତରପ୍ରଦେଶ: ପ୍ରାର୍ଥିପତ୍ର ଦାଖଲ କଲେ ମେନକା ଗାନ୍ଧୀ। ସୁଲତାନପୁର ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ନିଜର ନାମାଙ୍କନ ଭରିଲେ ମେନକା। ଦଳୀୟ ସମର୍ଥକଙ୍କ ସହ ଆସି ରିଟର୍ଣ୍ଣିଂ ଅଫିସର ନିକଟରେ ମେନକା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ANI

ସୂଚନାଥାଉକି, ପୂର୍ବରୁ ପିଲିଭିଟ ଆସନରୁ ଲଢୁଥିଲେ ମେନକା। ତେବେ ଚଳିତ ବର୍ଷ ବିଜେପି ପିଲିଭିଟରୁ ତାଙ୍କ ପୁଅ ବରୁଣ ଗାନ୍ଧୀଙ୍କୁ ଟିକେଟ ଦେଇ ମନେକାଙ୍କୁ ସୁଲତାନପୁରରୁ ପ୍ରାର୍ଥୀ କରିଛି ।

ABOUT THE AUTHOR

...view details