ଓଡିଶା

odisha

ETV Bharat / bharat

ବ୍ୟକ୍ତିଙ୍କ ଉନ୍ମୁକ୍ତ କାଣ୍ଡ: ପରିବାରର 5 ସଦସ୍ୟଙ୍କୁ ହତ୍ୟା - crime in koderma

ଝାଡଖଣ୍ଡର ନବାଲସାହି ଥାନା ନିକଟସ୍ଥ ମସମୋହନା ଗ୍ରାମରେ ଜଣେ ବ୍ୟକ୍ତି ନିଜ ପରିବାରର 5 ଜଣ ସଦସ୍ୟଙ୍କୁ ହତ୍ୟା କରିଛି ।

murder
ଫାଇଲ ଫଟୋ

By

Published : Nov 27, 2019, 2:31 PM IST

ରାଞ୍ଚି: ପରିବାରର 5 ଜଣ ସଦସ୍ୟଙ୍କୁ ହତ୍ୟା । ଝାଡଖଣ୍ଡର ନବାଲସାହି ଥାନା ନିକଟସ୍ଥ ମସମୋହନା ଗ୍ରାମରେ ଜଣେ ବ୍ୟକ୍ତି ନିଜ ପରିବାରର 5 ଜଣ ସଦସ୍ୟଙ୍କୁ ହତ୍ୟା କରିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସୂଚନା ଅନୁଯାୟୀ, ମସମୋହନା ଗ୍ରାମର ଗାଙ୍ଗୋ ଦାସ ନିଜ ମା, ସ୍ତ୍ରୀ, ଦୁଇ ପିଲା ଏବଂ ନିଜ ଭାଣିଜିକୁ ହତ୍ୟା କରିଥିଲା । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଗାଙ୍ଗୋ ଦାସ ଗିରଫ କରିଛି । ଏପଟେ ଅଭିଯୁକ୍ତ ଗାଙ୍ଗୋର ମାନସିକ ସ୍ଥିତି ଠିକି ନଥିବା ପଡୋଶୀ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details