ସୀମଲା: ଲକଡାଉନରେ ଅମାନୁଷିକ କାଣ୍ଡ । 5 ବର୍ଷର ଝିଅ ସହ ଦୁଷ୍କର୍ମ । ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ଘରେ କେହି ନଥିବାର ସୁଯୋଗ ନେଇ ଜଣେ 56 ବର୍ଷର ବ୍ୟକ୍ତି 5 ବର୍ଷର ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି ।
ଲକଡାଉନରେ ଲଜ୍ଜା, 5 ବର୍ଷ ଶିଶୁକୁ ଦୁଷ୍କର୍ମ - Man Arrested For Raping 5-Year-Old In Himachal Pradesh
ମହମାରୀ କୋରୋନା ସହ ସମଗ୍ର ଦେଶ ଲଢୁଥିବା ବେଳେ କେଉଁଠି ନା କେଉଁଠି କିଛି ଅମାନୁଷିକ ଘଟଣା ସାମନାକୁ ଆସୁଛି । ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ଘରେ କେହି ନଥିବାର ସୁଯୋଗ ନେଇ ଜଣେ 56 ବର୍ଷର ବ୍ୟକ୍ତି 5 ବର୍ଷର ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଲକଡାଉନରେ ଲଜ୍ଜା, 5 ବର୍ଷର ଝିଅ ସହ ଦୁଷ୍କର୍ମ କଲା 56 ବର୍ଷର ବ୍ୟକ୍ତି
ନାବାଳିକାଙ୍କ ମାଆ ଦେଇଥିବା ଅଭିଯୋଗକୁ ଆଧାର କରି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି କୁଲୁ ପୋଲିସ ଅଧୀକ୍ଷକ ଗୌରବ ସିଂ କହିଛନ୍ତି ।
ଭାରତୀୟ ପେନାଲ କୋଡ ଆଧାରରେ ଶିଶୁମାନଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଧାରରେ ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି ।
TAGGED:
assam rape news