ବର୍ତ୍ତମାନ ସମୟରେ କେଶ ଝଡିବା ସମସ୍ତଙ୍କ ଏକ ମୁଖ୍ୟ ସମସ୍ୟା । ଏହାର ସମାଧାନ ପାଇଁ ଲୋକମାନେ ବିଭିନ୍ନ ପଦ୍ଧତି ଆପଣାଉଛନ୍ତି। ଏହାସହ ପାର୍ଲରରେ ମୋଟା ଅଙ୍କର ଟଙ୍କା ବ୍ୟୟ କରିଆସୁଛନ୍ତି। ଏହି ସମସ୍ୟା ମୁଖ୍ୟତଃ ପ୍ରଦୂଷଣ, ଧୂଳି, ଧୂଆଁ ଓ ମାଟି ପାଇଁ ହୋଇଥାଏ। ଯାହାଦ୍ବାରା କେଶ ଝଡିବା ସହ ଶୁଷ୍କ ହୋଇଯାଏ। ଏବେ ଚିନ୍ତା କରିବାର କୌଣସି କାରଣ ନାହିଁ। ଏହି ସମସ୍ୟାର ସମାଧାନ ଆପଣ ଘରେ ମଧ୍ୟ କରିପାରିବେ। ଜାଣନ୍ତୁ ଏହି ଘରୋଇ ଉପଚାର ବିଷୟରେ...
ଟି ଲିଫ୍ ପ୍ୟାକ୍
ପ୍ରଥମେ ଗୋଟେ ଚାମଚ ଚା' ପତିକୁ ଏକ ଚାମଚ ତେଲରେ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଏହାକୁ ଛାଣି ଚ ପତିକୁ ଅଲଗା କରିଦିଅନ୍ତୁ। ଏହାପରେ ଏଥିରେ ବିଟ ପେଷ୍ଟ ମିଶାଇ ସମ୍ପୂର୍ଣ୍ଣ କେଶରେ ଲଗାଇ ଦିଅନ୍ତୁ। ପାଖାପାଖି ଅଧଘଣ୍ଟା ପରେ ପାଣିରେ ମୁଣ୍ଡ ସଫା କରିଦିଅନ୍ତୁ।
କଦଳୀ ପେଷ୍ଟ