ଓଡିଶା

odisha

ETV Bharat / bharat

ହଷ୍ଟେଲରେ ଫାଟିଲା ସିଲିଣ୍ଡର ଗ୍ୟାସ, 15 ଆହତ

ହଷ୍ଟେଲରେ ଫାଟିଲା ସିଲିଣ୍ଡର ଗ୍ୟାସ । ଏଥିରେ 15ଜଣ ଆହତ ହୋଇଥିବା ବେଳେ 10 ଗୁରୁତର ଆହତ ହୋଇଛନ୍ତି । ବେଙ୍ଗାଲୁରୁରେ ଘଟିଛି ଏହି ଘଟଣା । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Major fire incident
ହଷ୍ଟେଲରେ ଫାଟିଲା ସିଲିଣ୍ଡର ଗ୍ୟାସ, 15 ଆହତ

By

Published : Feb 12, 2020, 11:35 AM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଅଘଟଣ । ହଷ୍ଟେଲରେ ଫାଟିଲା ସିଲିଣ୍ଡର ଗ୍ୟାସ । ଫଳରେ 15 ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 10ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । କୋରମଙ୍ଗଳ ଥାନା ଅଧିନସ୍ଥ ୱିପ୍ରୋ ସିଗରନାଲ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ହଷ୍ଟେଲରେ ଫାଟିଲା ସିଲିଣ୍ଡର ଗ୍ୟାସ, 15 ଆହତ

ମଙ୍ଗଳବାର ସନ୍ଧ୍ୟା 7.30 ମିନିଟ୍‌ ସମୟରେ ହଷ୍ଟେଲରେ ଥିବା ସିଲିଣ୍ଡର ହଠାତ୍ ଫାଟିଥିଲା । ଫଳରେ 15ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ସେମାନଙ୍କ ମଧ୍ୟରେ 10ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details