ନୂଆଦିଲ୍ଲୀ: ସମାଜରେ ଗଣଦୁଷ୍କର୍ମ ଓ ନାରୀ ଉପରେ ହେଉଥିବା ଅତ୍ୟାଚାର ଭଳି ଘଟଣା ମଧ୍ୟରେ ମହିଳା ସଶକ୍ତିକରଣକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବଡ ବୟାନ ଦେଇଛନ୍ତି । ମହିଳାଙ୍କୁ କ୍ଷମତା ମିଳିବା ଦରକାର ବୋଲି ପ୍ରିୟଙ୍କା କହିଛନ୍ତି ।
ପୁରୁଷଙ୍କ ଠୁ କ୍ଷମତା ଛଡାଇ ଆଣିବାକୁ ମହିଳାଙ୍କୁ ପ୍ରିୟଙ୍କାଙ୍କ ଆହ୍ବାନ - ମହିଳାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଆହ୍ବାନ
ପୁରୁଷଙ୍କ ଠାରୁ କ୍ଷମତା ଛଡାଇ ଆଣିବାକୁ ମହିଳାଙ୍କୁ କହିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ବିଧାନସଭା ନିର୍ବାଚନ ଲଢିବାକୁ ମହିଳାଙ୍କୁ ଆହ୍ବାନ ଦେଇଛନ୍ତି ପ୍ରିୟଙ୍କା ।
ପୁରୁଷଙ୍କଠାରୁ କ୍ଷମତା ଛଡାଇ ଆଣିବାକୁ ମହିଳାଙ୍କୁ ଆହ୍ବାନ ଦେଲେ ପ୍ରିୟଙ୍କା
ପୁରୁଷଙ୍କଠାରୁ କ୍ଷମତା ଛଡାଇ ଆଣିବାକୁ ମହିଳାଙ୍କୁ ଆହ୍ବାନ ଦେଲେ ପ୍ରିୟଙ୍କା
କଂଗ୍ରେସ ନେତ୍ରୀ ପ୍ରିୟଙ୍କା କହିଛନ୍ତି ଯେ ସମାଜରେ ମହିଳାଙ୍କୁ କ୍ଷମତା ମିଳିବାର ଆବଶ୍ୟକତା ରହିଛି । ମହିଳାମାନେ ପୁରୁଷଙ୍କ ଠାରୁ କ୍ଷମତା ଛଡାଇ ଆଣନ୍ତୁ ବୋଲି ପ୍ରିୟଙ୍କା କହିଛନ୍ତି । ଏହାସହ ବିଧାନସଭା ନିର୍ବାଚନ ଲଢିବାକୁ ମହିଳାଙ୍କୁ ଆହ୍ବାନ ଦେଇଛନ୍ତି ପ୍ରିୟଙ୍କା ।