ଓଡିଶା

odisha

ETV Bharat / bharat

ଡ୍ୟାମ ଭୁଶୁଡି 18 ମୃତ: କଙ୍କଡାଙ୍କୁ ଦାୟୀ କଲେ ଜଳ ସଂରକ୍ଷଣ ମନ୍ତ୍ରୀ

ରତ୍ନଗିରି ଜିଲ୍ଲାରେ ତିଓ୍ବାରେ ଡ୍ୟାମ ଭୁଶୁଡିବା ଘଟଣାରେ ମହାରାଷ୍ଟ୍ର ସରକାରଙ୍କ ଜଳ ସଂରକ୍ଷଣ ମନ୍ତ୍ରୀ ତାନାଜୀ ସାଓ୍ବନ୍ତ କଙ୍କଡାଙ୍କୁ ଦାୟୀ କରିଛନ୍ତି ।

By

Published : Jul 5, 2019, 2:11 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ମୁମ୍ବାଇ: ରତ୍ନଗିରି ଜିଲ୍ଲାରେ ଡ୍ୟାମ ଭୁଶୁଡିବା ଘଟଣାରେ ମହାରାଷ୍ଟ୍ର ସରକାରଙ୍କ ଜଳ ସଂରକ୍ଷଣ ମନ୍ତ୍ରୀ ତାନାଜୀ ସାଓ୍ବନ୍ତ କଙ୍କଡାଙ୍କୁ ଦାୟୀ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ରତ୍ନଗିରି ଜିଲ୍ଲାର ଚିପଲୁନ ତହସିଲରେ ଥିବା ତିଓ୍ବାରି ଡ୍ୟାମ ଭୁଶୁଡିବା ଘଟଣାରେ 18 ଜଣଙ୍କର ମୃତ୍ୟୁ ଘଟିଛି । ଏହି ମାମଲାରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଶିବସେନା ବିଧାୟକ ତାନାଜୀ ସାଓ୍ବନ୍ତ କଙ୍କଡାଙ୍କୁ ଦାୟୀ କରିଛନ୍ତି ।

ଦିର୍ଘ 15 ବର୍ଷରୁ ତିଓ୍ବାରି ଡ୍ୟାମ ଜଳ ସଂରକ୍ଷଣ କରି ଆସୁଥିବା ବେଳେ ଏଥିରେ କୌଣସି ତୃଟି ନଥିଲା ବୋଲି ସାଓ୍ବନ୍ତ କହିଛନ୍ତି । ଏଠାରେ ଥିବା ବହୁ ସଂଖ୍ୟକ କଙ୍କଡାଙ୍କ କାରଣରୁ ଡ୍ୟାମରେ ଲିକେଜ ହୋଇ ଭୁଶୁଡି ଥିବା ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ।

ABOUT THE AUTHOR

...view details