ମୁମ୍ବାଇ: ପଙ୍ଗପାଳ ଆକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ପରାମର୍ଶ । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ପଙ୍ଗପାଳ ଆକ୍ରମଣକୁ ରୋକିବା ପାଇଁ ଅଗ୍ନି ନିର୍ବାପକ ଏବଂ ଡ୍ରମ ପିଟିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
କୃଷକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଯେତେବେଳେ ପଙ୍ଗପାଳ ଆକ୍ରମଣ କରିବେ ସେତେବେଳେ ଗ୍ରାମବାସୀ ଆଲର୍ଟ ରହିବେ । ଅଗ୍ନି ନିର୍ବାପକ ବାଣ, ଟାୟାର ଜାଳିବା କିମ୍ବା ଡ୍ରମ୍ ବଜାଯିବା ଦ୍ୱାରା ପଙ୍ଗପାଳ ଆକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ । ଏହାପୂର୍ବରୁ ମହାରାଷ୍ଟ୍ର କୃଷି ମନ୍ତ୍ରୀ ଦାଦେ ଭୁସେ ସୂଚନା ଦେଇଥିଲେ ଯେ, ରାଜ୍ୟରେ କୃଷି ବିଭାଗ ଦ୍ୱାରା ପ୍ରାୟ 50 ପ୍ରତିଶତ ପଙ୍ଗପାଳଙ୍କ ମୃତ୍ୟୁ ଘଟିଛି।