ମୁମ୍ବାଇ: ମହାରାଷ୍ଟ୍ରର ଭିଓ୍ବାନ୍ଦି ସହରର ଥିବା ଏକ ପ୍ଲାଷ୍ଟିକ ଉତ୍ପାଦନକାରୀ କମ୍ପାନୀରେ ଭୟାବହ ଅଗ୍ନିକାଣ୍ତ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡିଛି । ହେଲେ କମ୍ପାନୀର ଗଚ୍ଛିତ ଥିବା କଞ୍ଚାମାଲ ଓ ଯନ୍ତ୍ରପାତି ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପ୍ଲାଷ୍ଟିକ ଉତ୍ପାଦନକାରୀ କମ୍ପାନୀରେ ଅଗ୍ନିକାଣ୍ତ, ଅଳ୍ପକେ ବର୍ତ୍ତିଲେ 22 ଶ୍ରମିକ - ପ୍ଲାଷ୍ଟିକ ଉତ୍ପାଦନକାରୀ କମ୍ପାନୀରେ ଅଗ୍ନିକାଣ୍ତ
ପ୍ଲାଷ୍ଟିକ ଉତ୍ପାଦନକାରୀ କମ୍ପାନୀରେ ଭୟାବହ ଅଗ୍ନିକାଣ୍ତ । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...
![ପ୍ଲାଷ୍ଟିକ ଉତ୍ପାଦନକାରୀ କମ୍ପାନୀରେ ଅଗ୍ନିକାଣ୍ତ, ଅଳ୍ପକେ ବର୍ତ୍ତିଲେ 22 ଶ୍ରମିକ Maharashtra: Fire breaks out in Bhiwandi factory, no casualties](https://etvbharatimages.akamaized.net/etvbharat/prod-images/768-512-8991213-thumbnail-3x2-nia.jpg)
ପ୍ଲାଷ୍ଟିକ ଉତ୍ପାଦନକାରୀ କମ୍ପାନୀରେ ଅଗ୍ନିକାଣ୍ତ, ଅଳ୍ପକେ ବର୍ତ୍ତିଲେ 22 ଶ୍ରମିକ
ସୂଚନା ଅନୁସାରେ, ଭିଓ୍ବାନ୍ଦି ସହରର ଥିବା ଏକ ପ୍ଲାଷ୍ଟିକ ଉତ୍ପାଦନକାରୀ କମ୍ପାନୀରେ ନିଆଁ ଲାଗିଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ହେଲେ କମ୍ପାନୀର ଥିବା 22 ଜଣ ଶ୍ରମିକ ଅଗ୍ନିକାଣ୍ତରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହେଲେ ଅଗ୍ନିକାଣ୍ତର କାରଣ ଏବେବି ଅସ୍ପଷ୍ଟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ