ଇମ୍ପାଲ: ମଣିପୁରର ଉକରୁଲ ଜିଲ୍ଲାରେ ବୁଧବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 4.3 ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଭୂ-କମ୍ପ ଝଟ୍କାରେ ଥରିଲା ମଣିପୁର ଉକରୁଲ - ଭୂମିକମ୍ପ
ମଣିପୁର ଉକରୁଲରେ 4.3 ତୀବ୍ରତା ଭୂମିକମ୍ପ । ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା । ଅଧିକ ପଢନ୍ତୁ....
![ଭୂ-କମ୍ପ ଝଟ୍କାରେ ଥରିଲା ମଣିପୁର ଉକରୁଲ Magnitude 4.3 earthquake hits Manipur](https://etvbharatimages.akamaized.net/etvbharat/prod-images/768-512-9078760-thumbnail-3x2-mani.jpg)
ମଣିପୁର ଉକରୁଲରେ 4.3 ତୀବ୍ରତା ଭୂମିକମ୍ପ
ବୁଧବାର ସକାଳ ପ୍ରାୟ 3:32 ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏହା ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି ।
@ ANI