ଚେନ୍ନାଇ: କୋରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ମାଡ୍ରାସ୍ ହାଇକୋର୍ଟ ଏହାର ସମସ୍ତ ନ୍ୟାୟିକ ପ୍ରକ୍ରିୟା ଭିଡିଓ ଲିଙ୍କ୍ ମାଧ୍ୟମରେ କରିବେ । ରବିବାର ଏକ ସର୍କୁଲାର ଅନୁଯାୟୀ ଏହି ସୂଚନା ଜାରି କରାଯାଇଛି ।
ମାଡ୍ରାସ ହାଇକୋର୍ଟ କେବଳ ଭିଡିଓ ଲିଙ୍କ୍ ମାଧ୍ୟମରେ କରିବେ ଶୁଣାଣି - Madras HC to hear cases only through video link
କୋରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ମାଡ୍ରାସ୍ ହାଇକୋର୍ଟ ଏହାର ସମସ୍ତ ନ୍ୟାୟିକ ପ୍ରକ୍ରିୟା ଭିଡିଓ ଲିଙ୍କ୍ ମାଧ୍ୟମରେ କରିବେ । ରବିବାର ଏକ ସର୍କୁଲାର ଅନୁଯାୟୀ ଏହି ସୂଚନା ଜାରି କରାଯାଇଛି । ଅଧିକ ପଢନ୍ତୁ...
ମାଡ୍ରାସ ହାଇକୋର୍ଟ କେବଳ ଭିଡିଓ ଲିଙ୍କ୍ ମାଧ୍ୟମରେ କରିବେ ଶୁଣାଣି
ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ବାରା ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ, କୋଭିଡ -19 ର ବର୍ତ୍ତମାନ ଅବସ୍ଥାକୁ ଦୃଷ୍ଟିରେ ରଖି ଏବଂ କୌଣସି ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାସହ ହାଇକୋର୍ଟର ପରିସରକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ପାଇଁ ହାଇକୋର୍ଟରେ ସମସ୍ତ ନ୍ୟାୟିକ ପ୍ରକ୍ରିୟା କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ ।
@IANS