ଓଡିଶା

odisha

By

Published : Feb 10, 2020, 10:29 AM IST

ETV Bharat / bharat

ହାଇୱେରେ ଓଲଟି ପଡିଲା ବସ; 23 ଛାତ୍ରଛାତ୍ରୀ ଆହତ

ଗୁଜରାଟ ଅମରତାପୁରା ଗାଁରେ ସଡକ ଦୁର୍ଘଟଣା । ଅଙ୍କଲେଶ୍ବର ଜାତୀୟ ରାଜପଥ ଚିକାଲିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଅଧିକ ଖବର ପଢନ୍ତୁ...

ହାଇୱେରେ ଓଲଟିପଡିଲା ବସ; 23 ଛାତ୍ରଛାତ୍ରୀ ଆହତ
ହାଇୱେରେ ଓଲଟିପଡିଲା ବସ; 23 ଛାତ୍ରଛାତ୍ରୀ ଆହତ

ଗାନ୍ଧୀନଗର: ଗୁଜରାଟ ଅମରତାପୁରା ଗାଁରେ ସଡକ ଦୁର୍ଘଟଣା । ଅଙ୍କଲେଶ୍ବର ଜାତୀୟ ରାଜପଥ ଚିକାଲିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗୋଟିଏ ବସରେ 54 ଛାତ୍ରଛାତ୍ରୀଙ୍କ ସହ କିଛି ଶିକ୍ଷକ ଶିକ୍ଷୟିତ୍ରୀ ସପୁତରାକୁ ଯାଉଥିବା ବେଳେ ବସଟି ଓଲଟି ପଡିଥିଲା । ଫଳରେ 54 ଜଣଙ୍କ ମଧ୍ୟରୁ 23 ଜଣ ଗୁରୁତର ଆହତ ହୋଇଛନ୍ତି ।

ହାଇୱେରେ ଓଲଟିପଡିଲା ବସ; 23 ଛାତ୍ରଛାତ୍ରୀ ଆହତ

ତେବେ ଆହତ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details