ଲକ୍ଷ୍ନୌ:ଉତ୍ତରପ୍ରଦେଶର ଲକ୍ଷ୍ନୌ ପୋଲିସକୁ ମିଳିଛି ବଡ ସଫଳତା । ଲକ୍ଷ୍ନୌ ପୋଲିସ ଏକ ଗ୍ୟାଙ୍ଗକୁ କାବୁ କରିବା ସହିତ 6 ଜଣଙ୍କୁ ଗିରଫ କରିଛି । ତେବେ ଏହି ଗ୍ୟାଙ୍ଗ ସହରରେ ହେଉଥିବା ବିଭିନ୍ନ ଲୁଟ ଓ ଚୋରି ଘଟଣାରେ ସମ୍ପୃ୍କ୍ତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ଗ୍ୟାଙ୍ଗ ନାଁରେ ଏକାଧିକ ମାମଲା ରହିଛି ।
ଲକଡାଉନ ବେଳେ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ, 7 ଲକ୍ଷ ଟଙ୍କା ଜବତ - Lucknow Police busted a gang and arrested six people
ଲକ୍ଷ୍ନୌ ପୋଲିସକୁ ମିଳିଛି ବଡ ସଫଳତା । ଗୋଟିଏ ଗ୍ୟାଙ୍ଗର 6 ଗିରଫ, 7 ଲକ୍ଷ ଟଙ୍କା ଓ ବିଭିନ୍ନ ଅଳଙ୍କାର ଜବତ । ଅଧିକ ପଢନ୍ତୁ....
![ଲକଡାଉନ ବେଳେ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ, 7 ଲକ୍ଷ ଟଙ୍କା ଜବତ Lucknow Police busted a gang and arrested six people](https://etvbharatimages.akamaized.net/etvbharat/prod-images/768-512-7414853-thumbnail-3x2-lakno-jp.jpg)
ଗୋଟିଏ ଗ୍ୟାଙ୍ଗର 6 ଗିରଫ, 7 ଲକ୍ଷ ଟଙ୍କା ଓ ବିଭିନ୍ନ ଅଳଙ୍କାର ଜବତ
ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ 7 ଲକ୍ଷ ଟଙ୍କା ଓ ବିଭିନ୍ନ ଅଳଙ୍କାର ଜବତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଡେପୁଟି କମିଶନର ଶାଳିନୀ ।
ସୌଜନ୍ୟ @ANI