ଲକ୍ଷ୍ନୌ: ଯୁବକଙ୍କୁ ଏସିଡ ମାଡ କଲେ ଯୁବତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶ ମରୱନ ଥାନା ଅନ୍ତର୍ଗତ ଭୱାନି ଗଞ୍ଜରେ। କୈଣସି ଏକ କାରଣକୁ ନେଇ ଯୁବତୀ ଜଣକ ଯୁବକଙ୍କ ଉପରକୁ ଏସିଡ ଫିଙ୍ଗିଥିଲେ। ଏଥିରେ ଯୁବକର ବେକ, ମୁହଁ ଓ ଛାତି ପୋଡିଯାଇଛି।
ଯୁବକଙ୍କୁ ଏସିଡ ମାଡ କଲେ ଯୁବତୀ - lucknow acid attack
ଯୁବକଙ୍କ ଉପରକୁ ଏସିଡ ମାଡ କଲେ ଯୁବତୀ । ପୋଡି ଯାଇଛି ଯୁବକର ବେକ, ମୁହଁ ଓ ଛାତି । ଅଧିକ ପଢନ୍ତୁ...
ଯୁବକଙ୍କୁ ଏସିଡ ମାଡ
ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ସମ୍ପୃ୍କ୍ତ ଯୁବତୀଙ୍କୁ ଗିରଫ କରିଛି ପୋଲିସ। ଯୁବକ ଓ ଯୁବତୀ ଉଭୟ ପଡୋଶୀ ବୋଲି ଏଏପି ବିନୋଦ ପାଣ୍ଡେ କହିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।