ଓଡିଶା

odisha

ETV Bharat / bharat

‘ବୋଧହୁଏ ଇତିହାସର ସବୁଠୁ ଲମ୍ବା ବଜେଟ ଭାଷଣ ଥିଲା, ହେଲେ ଫାଙ୍କା’ - ରାହୁଲ ଗାନ୍ଧୀ ବଜେଟକୁ ନେଇ ଅସନ୍ତୋଷ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚଳିତ ବଜେଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ଇତିହାସର ଲମ୍ବା ଭାଷଣ ହୋଇପାରେ, କିନ୍ତ ଏହା ଫାଙ୍କା ବୋଲି ସେ ଉଲ୍ଲେଖ କରିଛନ୍ତି।

longest Budget speech in history but it had nothing, it was hollow
‘ବୋଧହୁଏ ଇତିହାସର ଲମ୍ବା ବଜେଟ ଭାଷଣ, ହେଲେ ଫାଙ୍କା’

By

Published : Feb 1, 2020, 2:37 PM IST

Updated : Feb 1, 2020, 5:33 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚଳିତ ବଜେଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ଇତିହାସର ଲମ୍ବା ଭାଷଣ ହୋଇପାରେ, କିନ୍ତ ଏହା ଫାଙ୍କା ବୋଲି ସେ ଉଲ୍ଲେଖ କରିଛନ୍ତି । ଦେଶର ପ୍ରମୁଖ ସମସ୍ୟା ବେକାରୀ ହୋଇଥିବା ବେଳେ ସରକାର ଏହାକୁ ଧ୍ୟାନ ଦେଇ ନଥିବା ସେ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ଟ୍ବିଟର @ANI

ସେ ବଜେଟରେ ଯୁବବର୍ଗଙ୍କୁ ଚାକିରି ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏହା ଏକ ପାଖିଆ ବୋଲି ରାହୁଲ ଗାନ୍ଧୀ ଉଲ୍ଲେଖ କରିଛନ୍ତି । ଏହା ସରକାରଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ବହୁତ ଗୁଡିଏ ଏଥିରେ ଦୋହରା ଯାଇଛି । ସମସ୍ତେ ଆଶା ରଖିଥିଲେ, ହେଲେ ସେମିତି କିଛି ହେଲାନି ।

Last Updated : Feb 1, 2020, 5:33 PM IST

ABOUT THE AUTHOR

...view details