ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା ଅର୍ଥ ବିଲ୍-2020 । ବିନା ଆଲୋଚନାରେ ଏହାକୁ ଲୋକସଭାରେ ଧ୍ବନୀମତରେ ପାରିତ କରାଯାଇଛି ।
ଲୋକସଭାରେ ଅର୍ଥ ବିଲ୍-2020 ପାରିତ - ଲୋକସଭାରେ ଅର୍ଥ ବିଲ୍ ପାରିତ
ଲୋକସଭାରେ ପାରିତ ହେଲା ଅର୍ଥ ବିଲ୍-2020 । ବିନା ଆଲୋଚନାରେ ଏହାକୁ ଲୋକସଭାରେ ଧ୍ବନୀ ମତରେ ପାରିତ କରାଯାଇଛି ।
ଲୋକସଭାରେ ଅର୍ଥ ବିଲ୍-2020 ପାରିତ
ଅର୍ଥମନ୍ତ୍ରୀ ଲୋକସଭାରେ ଏହି ବିଲ୍ ଆଗତ କରିଥିବାବେଳେ ଏହା ଆଲୋଚନା ନହୋଇ ପାରିତ ଧ୍ବନୀମତରେ ପାରିତ ହୋଇଛି । ତେବେ ବିଲ୍ ପାରିତ ହେବା ପରେ ଏହାକୁ ନେଇ ଗୃହରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।