ଓଡିଶା

odisha

ETV Bharat / bharat

ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ କ୍ବାରେଣ୍ଟାଇନ ଦଣ୍ଡ

ଆନ୍ଧ୍ରପ୍ରଦେଶରେ ଲକଡାଉନ ନିୟମକୁକୁ ନେଇ କଡାକଡି କରାଯାଇଛି। ଲକଡାଉନ ନିୟମକୁ ଉଲ୍ଲଙ୍ଘନ କଲେ କ୍ବାରେଣ୍ଟାଇନ। ରାଜ୍ୟରେ ମଚ୍ଛଲିପଟ୍ଟନମରେ ଲକଡାଉନ ନିୟମକୁ ଉଲ୍ଲଙ୍ଘନକାରୀଙ୍କୁ ପୋଲିସ କ୍ବାରେଣ୍ଟାଇନ କରୁଛି ।

By

Published : May 6, 2020, 7:31 PM IST

lockdown-violators-sent-to-quarantine-centre-in-machlipatnam
ଲକଡାଉନ ନିୟମ ଉଲ୍ଲଙ୍ଘନକାରୀଙ୍କୁ କ୍ବାରେଣ୍ଟାଇନ

ଅମରାବତୀ: ଲକଡାଉନ ନିୟମ ଉଲ୍ଲଙ୍ଘନକାରୀଙ୍କୁ କ୍ବାରେଣ୍ଟାଇନ। ଆନ୍ଧ୍ର ପ୍ରଦେଶରେ ଲକଡାଉନକୁ ନେଇ କଡାକଡି କରାଯାଇଛି। ରାଜ୍ୟରେ ମଚ୍ଛଲିପଟ୍ଟନମରେ ଲକଡାଉନ ନିୟମକୁ ଉଲ୍ଲଙ୍ଘନକାରୀଙ୍କୁ ପୋଲିସ କ୍ବାରେଣ୍ଟାଇନ କରୁଛି ।

ମହାମାରୀ କୋରୋନାକୁ ନେଇ ସାରା ଦେଶରେ ତୃତୀୟ ପର୍ଯ୍ୟାରେ ଲକଡାଉନ ବୃଦ୍ଧି କରାଯାଇଛି । ଆନ୍ଧ୍ର ପ୍ରଦେଶରେ ମଚ୍ଛଲିପଟ୍ଟନମର ରାଜସ୍ବ ବିଭାଗୀୟ ଅଧିକାରୀ ଖ୍ବାଜା ଭାଲି କହିଛନ୍ତି ଲକଡାଉନ ନିୟମ ଉଲ୍ଲଙ୍ଘନକାରୀଙ୍କୁ ନେଇ ସଶକ୍ତ ହୋଇଛନ୍ତି। ଯେଉଁ ଲୋକମାନେ ପଦାକୁ ବାହାରି ବୁଲୁଛନ୍ତି କିମ୍ବା ଲକଡାଉନ ନିୟମକୁ ପାଳନ କରୁନାହାଁନ୍ତି । ପଦାକୁ ବାହାରିବା କାରଣ ପଚାରିଲେ କୌଣସି ସଠିକ ଉତ୍ତର ନ ପାଇଲେ ସେମାନଙ୍କୁ କ୍ବାରେଣ୍ଟାଇନ କରାଯାଉଛି ବୋଲି କହିଛନ୍ତି ।

ଲୋକମାନେ ଅଧିକାରୀମାନଙ୍କୁ ନିବେଦନ କରୁଛନ୍ତି ଏବଂ ସେମାନେ ବର୍ତ୍ତମାନ ଠାରୁ ଘରୁ ବାହାରକୁ ଆସିବେ ନାହିଁ ବୋଲି କହୁଛନ୍ତି । ବର୍ତ୍ତମାନ ମହାମାରୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲଗିଛି ।

ABOUT THE AUTHOR

...view details