ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ବ୍ୟକ୍ତି ମହିଳାଙ୍କ ବେକକୁ ରଶିରେ ଚିପି ହତ୍ୟା କରିଥିବାର ଭିଡିଓ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ମହିଳାଙ୍କ ଗଳା ଚିପି ହତ୍ୟା, ସିସିଟିଭିରେ କଏଦ ଦୃଶ୍ୟ - madhyapradesh crime
ଇନ୍ଦୋରରେ ଜଣେ ମହିଳାଙ୍କୁ ଗଳା ଚିପି ହତ୍ୟା କରୁଥିବାର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଫୁଟେଜକୁ ଆଧାର କରି ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ...

ମହିଳାଙ୍କ ଗଳା ଚିପି ହତ୍ୟା,ସିସିଟିଭି କ୍ୟାମେରାରେ ହେଲା କଏଦ
ମହିଳାଙ୍କ ଗଳା ଚିପି ହତ୍ୟା,ସିସିଟିଭି କ୍ୟାମେରାରେ ହେଲା କଏଦ
ଇନ୍ଦୋରର ଏମବାୟ ଡାକ୍ତରଖାନା ଆଗରେ ଥିବା ଏକ ପିଣ୍ଢାରେ ମହିଳା ଜଣଙ୍କ ଶୋଇଥିବା ସମୟରେ ନରହନ୍ତା ରାକ୍ଷାସ ଆସି ଏକ ଦଉଡିରେ ମହିଳାଙ୍କ ବେକକୁ ଚିପି ହତ୍ୟା କରିଥିଲେ । ମହିଳା ଜଣଙ୍କ ରାକ୍ଷାସ କବଳରୁ ବଞ୍ଚିବାକୁ ଚେଷ୍ଟା କରିଥିଲେ ବି ଶେଷରେ ହାରିଯାଇଥିଲେ । ତେବେ ସିସିଟିଭି ଫୁଟେଜକୁ ଆଧାର କରି ସଂୟୋଗିତାଗଂଜ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ