ବେଙ୍ଗାଲୁରୁ: ସାରା ଦେଶରେ ଜାରି ରହିଛି ଲକ ଡାଉନ । ସବୁଆଡେ ତାଲା ବନ୍ଦ ଥିବା ବେଳେ ବେଙ୍ଗାଲୁରୁରୁ ମଦ ଜବତ ହୋଇଛି । ସୂଚନା ଅନୁସାରେ, ବେଙ୍ଗାଲୁରୁରୁ ମଦ ଚୋରା କାରବାର ଅଭିଯୋଗରେ 2 ଜଣଙ୍କୁ ଗିରଫ କରିଛି ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ । ଗୁରୁବାର ସେମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ମଦ ବୋତଲ ଜବତ କରିଛି ।
ବେଙ୍ଗାଲୁରୁରୁ 1.25 ଲକ୍ଷ ଟଙ୍କାର ମଦ ଜବତ, 2 ଗିରଫ - ବେଙ୍ଗାଲୁରୁରୁ 1.25 ଲକ୍ଷ ଟଙ୍କାର ମଦ ଜବତ
ବେଙ୍ଗାଲୁରୁରୁ 1.25 ଲକ୍ଷ ଟଙ୍କାର ମଦ ଜବତ, 2 ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ.....
![ବେଙ୍ଗାଲୁରୁରୁ 1.25 ଲକ୍ଷ ଟଙ୍କାର ମଦ ଜବତ, 2 ଗିରଫ liquor seized in Bengaluru, worth 1.25 lakh](https://etvbharatimages.akamaized.net/etvbharat/prod-images/768-512-6641394-thumbnail-3x2-bottle-jp.jpg)
ବେଙ୍ଗାଲୁରୁରୁ 1.25 ଲକ୍ଷ ଟଙ୍କାର ମଦ ଜବତ
ଯାହାର ଆନୁମାନିକ ମୂଲ୍ୟ 1.25 ଲକ୍ଷ ହେବ ବୋଲି ଜଣାପଡିଛି । ଏନେଇ ଏକ ମାମଲା ରୁଜୁ ହୋଇଥିବା ଯୁଗ୍ମ କମିଶନର ସନ୍ଦିପ ପାଟିଲ କହିଛନ୍ତି ।
ସୌଜନ୍ୟ @ ANI