ଓଡିଶା

odisha

By

Published : Aug 22, 2019, 12:08 PM IST

ETV Bharat / bharat

ଦିଲୀପ ଘୋଷଙ୍କ ଜୀବନ ପ୍ରତି ବିପଦ

ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷଙ୍କ ଜୀବନ ପ୍ରତି ବିପଦ ଥିବାରୁ ବୁଧବାର ତାଙ୍କୁ ଏକ ନୂଆ ବାସସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ନେଇ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ।

ଫାଇଲ ଫଟୋ

କୋଲକାତା: ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷଙ୍କ ଜୀବନ ପ୍ରତି ବିପଦ ରହିଛି । କୌଣସି ବିଦେଶୀ ଏଜେନ୍ସି ପକ୍ଷରୁ ଦିଲୀପଙ୍କୁ ଆକ୍ରମଣ ହେବା ନେଇ ସୂଚନା ମିଳିଛି ।

ଦିଲୀପଙ୍କୁ ଆକ୍ରମଣ ହେବା ସହିତ ତାଙ୍କୁ ଜୀବନରୁ ମାରିଦେବା ନେଇ ମଧ୍ୟ ଷଡଯନ୍ତ୍ର ହେଉଥିବା କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଏ ନେଇ ବୁଧବାର ରାତିରେ ଦିଲୀପଙ୍କୁ ଏକ ନୂଆ ବାସସ୍ଥାନକୁ ନିଆ ଯାଇଥିବା ଗୁଇନ୍ଦା ବିଭାଗରୁ ସୂଚନା ମିଳିଛି ।

ABOUT THE AUTHOR

...view details