ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ଆରମ୍ଭ ହେଲା ‘ଜୀବନ ସେବା ଆପ’ - ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ଶତୀନ୍ଦ୍ର ଜୈନ

ଦିଲ୍ଲୀରେ ଆଜି ଠାରୁ ଶୁଭାରମ୍ଭ ହୋଇଛି ଜୀବନ ସେବା ଆପ । ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନ । ଅଧିକ ପଢନ୍ତୁ .....

ଦିଲ୍ଲୀରେ ଆରମ୍ଭ ହେଲା ‘ଜୀବନ ସେବା ଆପ’
ଦିଲ୍ଲୀରେ ଆରମ୍ଭ ହେଲା ‘ଜୀବନ ସେବା ଆପ’ଦିଲ୍ଲୀରେ ଆରମ୍ଭ ହେଲା ‘ଜୀବନ ସେବା ଆପ’

By

Published : Nov 12, 2020, 9:11 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜିଠାରୁ ଶୁଭାରମ୍ଭ ହୋଇଛି ଜୀବନ ସେବା ଆପ । ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନ ଏହି ଆପକୁ ଲଞ୍ଚ କରିଛନ୍ତି । ଦିଲ୍ଲୀର କୋଭିଡ ରୋଗୀ ଓ ତାଙ୍କ ପରିବାରକୁ ସ୍ବାସ୍ଥ୍ୟ ସେବା ଯୋଗୋଇବା ଏହି ସେବାର ମୁଖ୍ୟ ଲକ୍ଷ୍ୟ ବୋଲି ଦିଲ୍ଲୀ ସରକାର କହିଛନ୍ତି । ରୋଗୀମାନେ ଲିଙ୍କ୍ ମାଧ୍ୟମରେ ଆପ୍ ଡାଉନଲୋଡ୍ କରିପାରିବେ, ଯାହା ଫଳରେ ଦିଲ୍ଲୀର ପ୍ରତ୍ୟେକ ଟେଷ୍ଟେଡ କୋଭିଡ ପଜିଟିଭ୍ ରୋଗୀଙ୍କୁ ଏସଏସଏସ ଏବଂ ବାରକୋଡ ମାଧ୍ୟମରେ ସୂଚନା ପଠାଯାଇ ପାରିବ ।

ଏହି ଅବସରରେ ଶ୍ରୀ ଜୈନ କହିଛନ୍ତି ଆବଶ୍ୟକ ସ୍ଥଳେ ଦିଲ୍ଲୀ ନାଗରିକଙ୍କୁ ଘର ବିଚ୍ଛିନ୍ନ କରିବାରେ ସୁବିଧା କରିବା ପାଇଁ ଆମେ ଆଜି ଜୀବନ ସେବା ଆପ୍ ଲଞ୍ଚ କରୁଛୁ। ଏହି ଆପ ବ୍ୟବହାର ଫଳରେ ଦିଲ୍ଲୀବାସୀ ସ୍ବାସ୍ଥ୍ୟ ଯାଞ୍ଚ ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଆବଶ୍ୟକତା ଠାରୁ ଆରମ୍ଭ କରି ଡାକ୍ତରଖାନାରେ ଆଡମିଶନ, ସ୍ବାସ୍ଥ୍ୟ ସୁବିଧା ବର୍ତ୍ତମାନ ଗୋଚିଏ କ୍ଲିକ୍ କରିବା ଫଳରେ ପାଇପାରିବେ |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details