ଓଡିଶା

odisha

ETV Bharat / bharat

ଉନ୍ନାଓ ଦୁଷ୍କର୍ମ ମାମଲା: ଜୀବନ ପ୍ରତି ବିପଦ ଅଭିଯୋଗ ଆଣିଲେ ପୀଡିତାଙ୍କ ଓକିଲ

ଉନ୍ନାଓ ଦୁଷ୍କର୍ମ ଓ ଦୁର୍ଘଟଣା ମାମଲାରେ ପୀଡିତାଙ୍କ ଓକିଲଙ୍କୁ ହତ୍ୟା କରାଯିବାର ଆଶଙ୍କା ରହିଥିବା ସେ ପ୍ରକାଶ କରିଛନ୍ତି ।

By

Published : Aug 1, 2019, 5:44 PM IST

Updated : Aug 1, 2019, 5:55 PM IST

ଫଟୋ ସୌଜନ୍ୟ: ଏଏନଆଇ

ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ଓ ଦୁର୍ଘଟଣା ମାମଲାରେ ପୀଡିତାଙ୍କ ଓକିଲ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରିଛନ୍ତି । ସେ ଏ ସଂକ୍ରାନ୍ତରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । ପତ୍ରରେ ଏକ ବନ୍ଧୁକ ଲାଇସେନ୍ସ ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି ।

ତାଙ୍କୁ ଭବିଷ୍ୟତରେ ହତ୍ୟା କରାଯିବାର ଆଶଙ୍କା ରହିଥିବା ସେ ପ୍ରକାଶ କରିଛନ୍ତି ।

Last Updated : Aug 1, 2019, 5:55 PM IST

ABOUT THE AUTHOR

...view details