ରାୟପୁର: ଛତିଶଗଡରେ ଦେଶର ପ୍ରଥମ ଅଫିସିଆଲ୍ ସହାୟତା ହେଲ୍ପଲାଇନ୍ କଲ୍ ସେଣ୍ଟର ଖୋଲାଯାଇଛି । ମୁଖ୍ୟମନ୍ତ୍ରୀ ଭୂପେଷ ବଘେଲ ଏହାର ଶୁଭାରମ୍ଭ କରିଛନ୍ତି ।
ରାୟପୁରରେ ଉଦଘାଟିତ ହେଲା ଦେଶର ପ୍ରଥମ ଅଫିସିଆଲ କଲ୍ ସେଣ୍ଟର - ଅଫିସିଆଲ କଲ୍ ସେଣ୍ଟର
ଛତିଶଗଡରେ ଦେଶର ପ୍ରଥମ ଅଫିସିଆଲ୍ ସହାୟତା ହେଲ୍ପଲାଇନ୍ କଲ୍ ସେଣ୍ଟର ଖୋଲାଯାଇଛି । ଅଧିକ ପଢନ୍ତୁ...
ଫାଇଲ ଫଟୋ
ପ୍ରକାଶଥାଉକି, ଏହି ହେଲ୍ପଲାଇନ ନମ୍ବର 15100 ଆଇନଗତ ସହାୟତା ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନ୍ୟାସନାଲ ଲିଗାଲ୍ ସର୍ଭିସ ଅଥୋରିଟିର ନିର୍ଦ୍ଦେଶରେ ଏହି କଲ୍ ସେଣ୍ଟର ନିର୍ମାଣ କରାଯାଇଛି । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ନ୍ୟାୟ ସଦନର ଶିଳାନ୍ୟାସ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ