ଓଡିଶା

odisha

ETV Bharat / bharat

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଭାରତରେ ନାହିଁ ପ୍ରଭାବ - chandra grahan

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଏହି ଗ୍ରହଣ 4 ଘଣ୍ଟା 18 ମିନିଟ୍‌ 11 ସେକେଣ୍ଡ ପର୍ଯ୍ୟନ୍ତ ରହିବ । ଭାରତ ଉପରେ ନାହିଁ ଏତେଟା ପ୍ରଭାବ । ଅଧିକ ପଢନ୍ତୁ...

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଭାରତରେ ନାହିଁ ପ୍ରଭାବ
ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଭାରତରେ ନାହିଁ ପ୍ରଭାବ

By

Published : Nov 30, 2020, 10:48 AM IST

ହାଇଦ୍ରାବାଦ: ଆଜି ପଡୁଛି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଆଜି ହେବାକୁ ଥିବା ଏହି ଗ୍ରହଣ 4 ଘଣ୍ଟା 18 ମିନିଟ୍‌ 11 ସେକେଣ୍ଡ ପର୍ଯ୍ୟନ୍ତ ରହିବ । ଦିନ 1.02 ମିନିଟ୍ 22 ସେକେଣ୍ଡରୁ ଆରମ୍ଭ ହୋଇ ଅପରାହ୍ନ 5.23 ପର୍ଯ୍ୟନ୍ତ ରହିବ । ଏହି ଚନ୍ଦ୍ର ଗ୍ରହଣ ଭାରତ, ଆମେରିକା, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଓ ଏସିଆ ମହାଦେଶରେ ଦୃଶ୍ୟମାନ ହେବ ।

ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ସର୍ବାଧିକ ବୃଷ ରାଶିରେ ପଡିବାକୁ ଯାଉଛି । ତେଣୁ ବୃଷ ରାଶିର ଲୋକଙ୍କୁ ଟିକେ ସାବଧାନ ହୋଇ ଚଳିବାକୁ ପଡିବ । ଏଥର ଆଶିଂକ ଚନ୍ଦ୍ର ଗ୍ରହଣ ଲାଗୁ ଥିବାରୁ ଭାରତରେ ଦୃଶ୍ୟ ମାନ ହେବ ନାହିଁ । ତେବେ ଆଶିଂକ ଚନ୍ଦ୍ରଗ୍ରହଣକୁ ଶାସ୍ତ୍ରରେ ଗ୍ରହଣକୁ ଧରାଯାଏ ନାହିଁ । ତେଣୁ ଏଠାରେ କୌଣସି କାର୍ଯ୍ୟରେ ପ୍ରତିବନ୍ଧକ ଲଗାଯାଇନାହିଁ ।

ABOUT THE AUTHOR

...view details