ଓଡିଶା

odisha

ETV Bharat / bharat

ଅରୁଣାଚଳ ପ୍ରଦେଶରେ ଭୂ-ସ୍ଫଳନ: ରାସ୍ତା ଧସି 2 ମୃତ 2 ଆହତ - ଭୂ-ସ୍ଖଳନ

ଲଗାଣ ବର୍ଷାରେ ଭୂ-ସ୍ଫଳନ ଯୋଗୁଁ ଅରୁଣାଚଳ ପ୍ରଦେଶର ପଶ୍ଚିମ କମେଙ୍ଗ ଜିଲ୍ଲାରେ ଏକ ନିର୍ମାଣଧିନ ରାସ୍ତା ଧସି ଯାଇଛି । ଫଳରେ 2ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 2 ଆହତ ହୋଇଛନ୍ତି । ଏହି ରାସ୍ତାଟି ଅନ୍ୟ ଦେଶକୁ ସଂଯୋଗ କରିଥାନ୍ତା ।

ଡିଜାଇନ ଫଟୋ

By

Published : Jul 11, 2019, 10:08 PM IST

ଗୌହାଟି: ଲଗାଣ ବର୍ଷାରେ ଆସାମରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । ଅନେକ ବେଘର ହୋଇଥିବା ବେଳେ ସମଗ୍ର ରାଜ୍ୟ ଏବେ ବନ୍ୟା ପାଣିରେ ଉବୁଟୁବୁ ହେଉଛି । ଏତିକି ବେଳେ ଅରୁଣାଚଳ ପ୍ରଦେଶରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବନ୍ୟା ଯୋଗୁଁ ଭୂସ୍ଖଳନ ଘଟି 2 ଜଣ ଛାତ୍ର ପ୍ରାଣ ହରାଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି ।

ମୃତକ ମାନେ ହେଲେ ରିନସେନ ଲାମା ଓ ଯେନଦେନ ୱାଙ୍ଗମା । ସେଥି ମଧ୍ୟରୁ ଜଣେ ପଞ୍ଚମ ଅନ୍ୟ ଜଣକ ଷଷ୍ଠ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ମୂଷଳଧାରାରେ ବର୍ଷା ହେବା କାରଣରୁ ଅରୁଣାଚଳ ପ୍ରଦେଶର ପଶ୍ଚିମ କମେଙ୍ଗ ଜିଲ୍ଲାରେ ଏକ ନିର୍ମାଣଧୀନ ରାସ୍ତା ଧସି ଯାଇଥିଲା । ଫଳରେ ଏଭଳି ଅଘଟଣ ଘଟିଥିଲା ।

ABOUT THE AUTHOR

...view details