ଓଡିଶା

odisha

ETV Bharat / bharat

ସୋନଭଦ୍ରରେ ଧସିଲା ପଥର, 4 ନିଖୋଜ - mine sinking in sonbhadra

ସୋନଭଦ୍ର ଜିଲ୍ଲାର ବିଲ୍ଲୀ ମାରକୁଣ୍ଡି ଖଣି ଖନନରେ ପଥର ଧସି 6 ଶ୍ରମିକ ଫସିରହିଛନ୍ତି । ସେମାନନଙ୍କ ମଧ୍ୟରୁ 2ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 4 ଜଣ ନିଖୋଜ ଥିବା ସୂଚନା ରହିଛି । ଅଧିକ ପଢନ୍ତୁ...

mine sinking in sonbhadra
ସୋନଭଦ୍ରରେ ଧସିଲା ପଥର

By

Published : Feb 29, 2020, 9:59 AM IST

ଲକ୍ଷ୍ନୌ: ସୋନଭଦ୍ର ଜିଲ୍ଲାର ବିଲ୍ଲୀ ମାରକୁଣ୍ଡି ଖଣି ଖନନରେ ପଥର ଧସି 6 ଶ୍ରମିକ ଫସିରହିଛନ୍ତି । ସେମାନଙ୍କ ମଧ୍ୟରୁ 2 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 4 ନିଖୋଜ ଅଛନ୍ତି। ଆହତଙ୍କ ଚିକିତ୍ସା ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ।

ସୋନଭଦ୍ରରେ ଧସିଲା ପଥର

ଘଟଣା ଜଣାପଡିବା ପରେ ଜିଲ୍ଲାପାଳଙ୍କ ସମେତ ଉପଜିଲ୍ଲାପାଳ, ପୋଲିସ ଓ ପ୍ରଶାସନର ଏକ ଦଳ ସେଠାରେ ଉପସ୍ଥିତ ଅଛନ୍ତି । ଘଟଣାସ୍ଥଳରେ ଏନଡିଆରଏଫ୍ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details