ନୂଆଦିଲ୍ଲୀ: 1984 ବ୍ୟାଚ୍ର ଭାରତୀୟ ସୂଚନା ସେବା ଆଇଆଇଏସ ଅଧିକାରୀ କେଏସ୍ ଧତ୍ୱାଲିଆ ପ୍ରେସ ଇନଫରମେସନ ବ୍ୟୁରୋ ବା ପିଆଇବିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେ ପିଆଇବି ଡିଜି ଓ କେନ୍ଦ୍ର ସରକାରଙ୍କ ପ୍ରମୁଖ ପ୍ରବକ୍ତା ଭାବେ କାର୍ଯ୍ୟ କରିବେ।
କେଏସ୍ ଧତ୍ୱାଲିଆ ହେଲେ ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ - ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ କେ.ଏସ୍. ଧତ୍ୱାଲିଆ
କେଏସ୍ ଧତ୍ୱାଲିଆ ପ୍ରେସ ଇନଫରମେସନ ବ୍ୟୁରୋ ବା ପିଆଇବିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଅଧିକ ପଢନ୍ତୁ...
![କେଏସ୍ ଧତ୍ୱାଲିଆ ହେଲେ ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ](https://etvbharatimages.akamaized.net/etvbharat/prod-images/768-512-4601631-thumbnail-3x2-pib.jpg)
ଫାଇଲ ଫଟୋ
ଏଥିସହ ଅତିରିକ୍ତି ଦାୟିତ୍ବ ଭାବରେ କେଏସ୍ ଧତ୍ୱାଲିଆ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ(ଆଇଆଇଏମସି)ର ମହାନିର୍ଦ୍ଦେଶକ କାର୍ଯ୍ୟଭାର ମଧ୍ୟ ସମ୍ଭାଳିବେ ।