ଓଡିଶା

odisha

ETV Bharat / bharat

ଜେଏସଆର ଡାୟନାମିକ୍ସର ଗାଇଡେଡ ମିସାଇଲ ନିର୍ମାଣ - ଗାଇଡେଡ ମିସାଇଲ

ଜେଏସଆର ଡାୟନାମିକ୍ସର ଗାଇଡେଡ ମିସାଇଲ ନିର୍ମାଣ । ବିଦେଶୀ ନିର୍ମିତ କ୍ଷେପଣାସ୍ତ୍ରକୁ ପଛରେ ପକାଇ ଏୟାର ଷ୍ଟ୍ରାଇକରେ ନେବ ମୁଖ୍ୟ ଭୂମିକା । ଅଧିକ ପଢନ୍ତୁ...

guided missile developed by Indian firm JSR Dynamics
ଗାଇଡେଡ ମିସାଇଲ ନିର୍ମାଣ

By

Published : Feb 7, 2020, 12:36 PM IST

ଲକ୍ଷ୍ନୌ: ଜେଏସଆର ଡାୟନାମିକ୍ସ ପକ୍ଷରୁ ବିକଶିତ ହୋଇଛି ଏକ ଗାଇଡେଡ ମିସାଇଲ । ଏହି ମିସାଇଲ 180 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ଏହି ସୂଚନା ଦେଇଛନ୍ତି ଏୟାର ମାର୍ଶାଲ ନିର୍ଦ୍ଦେଶକ ଏସବି ଦେଓ । ଭବିଷ୍ୟତରେ ବାଲାକୋଟ ଭଳି ଏୟାର ଷ୍ଟ୍ରାଇକରେ ମୁଖ୍ୟ ଭୂମିକା ନେବ ଏହି ମିସାଇଲ । ବିଦେଶୀ ମିସାଇଲର ସ୍ଥାନ ନେଇ ପାରିବ ଏହି ମିସାଇଲ। ଖଙ୍ଗାତକ ଏୟାର ଗ୍ରାଉଣ୍ଟରୁ ଏହି ମିସାଇଲର ବିକାଶ କରାଯାଇଛି।

ସୌଜନ୍ୟ:@ANI

ABOUT THE AUTHOR

...view details