ଡେରାଡୁନ: ବୁଧବାର ଖୋଲିବ କେଦାର ନାଥ ମନ୍ଦିର ଦ୍ବାରା । ଏନେଇ ମନ୍ଦିରକୁ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । ଦ୍ବାର ଖୋଲିବା ସମୟରେ ମନ୍ଦିରର ମୁଖ୍ୟ ପୁରୋହିତଙ୍କ ସମେତ କେବଳ 16 ଜଣ ଉପସ୍ଥିତ ରହିବେ। ଭକ୍ତମାନଙ୍କ ପାଇଁ ଦର୍ଶନ ନେଇ ବର୍ତ୍ତମାନ ଅନୁମତି ଦିଆଯିବ ନାହିଁ।
ବୁଧବାର ଖୋଲିବ କେଦାରନାଥ ଦ୍ବାର, ଭକ୍ତଙ୍କୁ ନାହିଁ ଦର୍ଶନ ଅନୁମତି - ଆସନ୍ତାକାଲି ଖୋଲିବ କେଦାରନାଥ ଦ୍ବାର
ବୁଧବାର ଖୋଲିବ କେଦାରନାଥ ଦ୍ବାର । ଏନେଇ ସୁସଜ୍ଜିତ କରାଯାଇଛି ମନ୍ଦିର । ଅଧିକ ପଢନ୍ତୁ...

ଆସନ୍ତାକାଲି ଖୋଲିବ କେଦାରନାଥ ଦ୍ବାର
କୋରୋନା ସଂକ୍ରମଣ ବ୍ୟାପୁଥିବା ନେଇ ମନ୍ଦିର ବନ୍ଦ ରଖାଯାଇଛି । ଦେଶରୁ ଲକଡାଉନ ଉଠିବା ପରେ ପୁଣି ସାଧାରଣ ଦର୍ଶନ ନେଇ ଅନୁମତି ଦିଆଯିବ । କିନ୍ତୁ ବର୍ତ୍ତମାନ କୌଣସି ଭକ୍ତ ମନ୍ଦିରରେ ପ୍ରବେଶ କରି ପାରିବେ ନାହିଁ ।
@ANI