ଓଡିଶା

odisha

ETV Bharat / bharat

ଇଡିରେ ହାଜର କାର୍ତ୍ତି ଚିଦାମ୍ବରମ୍

ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିବା ସୂଚନା ମିଳିଛି ।

ଫାଇଲ ଫଟୋ

By

Published : Oct 9, 2019, 2:22 PM IST

ନୂଆଦିଲ୍ଲୀ: ତିହାର ଜେଲରେ ବନ୍ଦୀ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ(ଇଡି) ହାଜର ହୋଇଛନ୍ତି । INX ମିଡିଆ ମନି ଲଣ୍ଡରିଂ ମାମଲାରେ ସେ ଇଡିରେ ହାଜର ହୋଇଥିବା ଜଣାପଡିଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀଙ୍କୁ ଦଶହରାରେ ହ୍ୟାଲୋ କହିବାକୁ ଆସିଥିବା ହାଜର ପରେ କାର୍ତ୍ତି ପ୍ରତିକ୍ରିୟା ଦେଇଛନ୍ତି । ପୂର୍ବରୁ ତାଙ୍କ ପିତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ମଧ୍ୟ ସମାନ ମାମଲାରେ ତିହାର ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।

ABOUT THE AUTHOR

...view details