ବେଙ୍ଗାଲୁରୁ: କର୍ଣ୍ଣାଟକ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ ଇଶ୍ବରପ୍ପାଙ୍କ ଘରେ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଲେ ଇଶ୍ବରପ୍ପା ଏବଂ ପରିବାର । ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି।
ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବାସଭବନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଦମ୍ପତ୍ତି
କର୍ଣ୍ଣାଟକ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବାସଭବନରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ ଏବଂ ତାଙ୍କ ପତ୍ନୀ । ଅଧିକ ପଢନ୍ତୁ...
ଞ୍ଚାୟତରାଜ ମନ୍ତ୍ରୀଙ୍କ ବାସଭବନରେ ଅଗ୍ନିକାଣ୍ଡ
ବେଙ୍ଗାଲୁରୁ କୁମାର ଓର୍କରେ ଥିବା ସରକାରୀ ବାସଭବନରେ ଗତକାଲି ବିଳମ୍ବିତ ରାତିରେ ହଠାତ ନିଆଁ ଲାଗିଯାଇଥିଲା । ଫଳରେ ଫସିଯାଇଥିଲେ ପୁରା ପରିବାର । ଶୋଇବା ଘରେ ଥିବା ଏୟାର କଣ୍ଡିସନରରୁ ସର୍ଟସର୍କିଟ ହୋଇ କାଠ ଫର୍ଣ୍ଣିଚରରେ ଲାଗିବା ଫଳରେ ଶୋଇବା ଘର ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଅଳ୍ପକେ ବର୍ତ୍ତି ଯାଇଛି ମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କ ଜୀବନ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ