ବେଙ୍ଗାଲୁରୁ: କର୍ଣ୍ଣାଟକର ଶ୍ରମ ଓ ଶିଳ୍ପ ବିକାଶ ମନ୍ତ୍ରୀ କୋରୋନା ପଜିଟିଭ । ଏନେଇ ସୂଚନା ଦେଇଛନ୍ତି ଖୋଦ ମନ୍ତ୍ରୀ । ମନ୍ତ୍ରୀ ଶିବରାମ ହେବର ଓ ତାଙ୍କ ସ୍ତ୍ରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଉଭୟ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି ।
କୋରୋନା କବଳରେ କର୍ଣ୍ଣାଟକ ଶ୍ରମମନ୍ତ୍ରୀ ଓ ପତ୍ନୀ - କୋରୋନା କବଳରେ କର୍ଣ୍ଣାଟକର ଶ୍ରମମନ୍ତ୍ରୀ ଓ ପତ୍ନୀ
କୋରୋନା କବଳରେ କର୍ଣ୍ଣାଟକ ଶ୍ରମମନ୍ତ୍ରୀ ଓ ତାଙ୍କ ପତ୍ନୀ । ହୋମ କ୍ବାରେଣ୍ଟାଇନରେ ରହିଛନ୍ତି ଉଭୟ । ଅଧିକ ପଢନ୍ତୁ...

କୋରୋନା କବଳରେ କର୍ଣ୍ଣାଟକ ଶ୍ରମମନ୍ତ୍ରୀ ଓ ପତ୍ନୀ
ହେଲେ ତାଙ୍କ ଠାରେ କୋରୋନାର ବିଶେଷ ଲକ୍ଷଣ ଦେଖାଦେଇ ନଥିବା ସେ କହିଛନ୍ତି । ତେବେ,ଖୁବ ଶିଘ୍ର ଆରୋଗ୍ୟ ହୋଇ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ମେଡିକାଲ ଶିକ୍ଷା ମନ୍ତ୍ରୀ କେ.ସୁଧାକର କାମନା କରିଛନ୍ତି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ।
@ IANS