ଓଡିଶା

odisha

By

Published : Aug 10, 2019, 2:30 PM IST

ETV Bharat / bharat

କର୍ଣ୍ଣାଟକ ବନ୍ୟା: ମୃତକଙ୍କୁ 5 ଲକ୍ଷର ସହାୟତା ଘୋଷଣା

କର୍ଣ୍ଣାଟକରେ ବନ୍ୟାର ତାଣ୍ଡବ। ଜଳବନ୍ଦୀ ହୋଇପଡିଛି ସମଗ୍ର ରାଜ୍ୟ। ବନ୍ୟାରେ ମୃତ୍ୟୁ ସଂଖ୍ୟା 26ରେ ପହଞ୍ଚିଥିବା ବେଳେ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ବେଙ୍ଗାଲୁରୁ: ଭୟଙ୍କର ବନ୍ୟାରେ କ୍ଷତିଗ୍ରସ୍ତ କର୍ଣ୍ଣାଟକ । ଜଳବନ୍ଦୀରେ ରାଜ୍ୟର ଅର୍ଦ୍ଧାଧିକ ସହର । ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ରକୋପରେ 24 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ବନ୍ୟାରେ 1024 ଲୋକେ ବାସହୀନ ହୋଇପଡିଥିବା ବେଳେ ଶହଶହ କୋଟିର ଧନ ସମ୍ପତ୍ତି ନଷ୍ଟ ହୋଇଛି। ତେବେ ବନ୍ୟାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା।

ସେପଟେ ଉଦ୍ଧାର କାର୍ଯ୍ୟରେ 20ଟି ଏଡିଆରଏଫ ଟିମ, 10ଟି ସେନା, 5 ନୌସେନା ସହ 2 ଏସଡିଆରଏଫ ଟିମକୁ ନିୟୋଜିତ କରାଯାଇଥିବା ବେଳେ ବନ୍ୟା ସ୍ଥିତି ପରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ABOUT THE AUTHOR

...view details