ଓଡିଶା

odisha

ETV Bharat / bharat

କୋରୋନା ପାଇଁ 200 କୋଟିର କର୍ପସ ଫଣ୍ଡ ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ - କୋରୋନା ପାଇଁ 200 କୋଟିର କର୍ପସ ଫଣ୍ଡ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରାପ୍ପା କୋରୋନାକୁ ନିୟନ୍ତ୍ରଣ କରିବାକୁ 200 କୋଟି ଟଙ୍କାର କର୍ପସ ଫଣ୍ଡ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

Karnataka Chief Minister BS Yediyurappa announces Corpus Fund of Rs. 200 cores to tackle COVID19
କୋରୋନା ପାଇଁ 200 କୋଟିର କର୍ପସ ଫଣ୍ଡ ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

By

Published : Mar 18, 2020, 5:41 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରାପ୍ପା କୋରୋନା ନିୟନ୍ତ୍ରଣ କରିବାକୁ 200 କୋଟି ଟଙ୍କାର କର୍ପସ ଫଣ୍ଡ ଘୋଷଣା କରିଛନ୍ତି । ଏହା ଦ୍ବାରା କୋରୋନା ମୁକାବିଲା ସହଜ ହେବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

କର୍ଣ୍ଣାଟକ ସରକାର କୋରୋନା ପାଇଁ ରାଜ୍ୟରେ ହାଇଆଲର୍ଟ ଜାରି ରଖିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଆଉ 10 ଦିନ ପାଇଁ ସାମୟିକ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 12 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି ।

@ANI

ABOUT THE AUTHOR

...view details