ଓଡିଶା

odisha

ETV Bharat / bharat

ଜୀବନ ହାରିଲେ କୋରୋନା ଆକ୍ରାନ୍ତ, କାରଣ ଅସ୍ପଷ୍ଟ - ଆତ୍ମହତ୍ୟା

କର୍ଣ୍ଣାଟକର ମାଲେଶ୍ବରମ କେସି ଜେନେରାଲ ମେଡିକାଲରେ କୋରୋନା ଆକ୍ରାନ୍ତ ଥିବା 60 ବର୍ଷୀୟା ବୃଦ୍ଧା ଆତ୍ମହତ୍ୟା କରିଛନ୍ତି । ଏନେଇ ବେଙ୍ଗାଲୁରୁ ଡେପୁଟି କମିଶନର ପୋଲିସ ସୂଚନା ଦେଇଛନ୍ତି ।

sucide
କୋରୋନା ରୋଗୀଙ୍କ ଆତ୍ମହତ୍ୟା

By

Published : Jul 17, 2020, 2:00 PM IST

ବେଙ୍ଗାଲୁରୁ: କୋରୋନା ରୋଗୀଙ୍କ ଆତ୍ମହତ୍ୟା । କର୍ଣ୍ଣାଟକର ମାଲେଶ୍ବରମ କେସି ଜେନେରାଲ ମେଡିକାଲରେ କୋରୋନା ଆକ୍ରାନ୍ତ ଥିବା 60 ବର୍ଷୀୟା ବୃଦ୍ଧା ଆତ୍ମହତ୍ୟା କରିଛନ୍ତି । ଏନେଇ ବେଙ୍ଗାଲୁରୁ ଡେପୁଟି କମିଶନର ପୋଲିସ ସୂଚନା ଦେଇଛନ୍ତି । ତେବେ ଆହ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଥାଉକି, କର୍ଣ୍ଣାଟକରେ ବର୍ତ୍ତମାନ 51422 କୋରୋନା ଆକ୍ରାନ୍ତ ରହିଛନ୍ତି । ଏଥିସହ 1032 କୋରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ କୋରୋନା ପ୍ରାଣ ହରାଇଲେଣି ।

ABOUT THE AUTHOR

...view details