ଓଡିଶା

odisha

By

Published : Jul 23, 2019, 9:52 PM IST

ETV Bharat / bharat

ଭାରତ ପାଳିବ ବିଜୟ ଦିବସ, ଡ଼୍ରାସ୍ ୱାର ମେମୋରିଆଲ ପ୍ରସ୍ତୁତ

ବିଜୟ ଦିବସରେ ରାଷ୍ଟପତି ରାମନାଥ କୋବିନ୍ଦ ଯିବେ ଡ଼୍ରାସ୍ ୱାର ମେମୋରିଆଲ । କାର୍ଗିଲ ଯୁଦ୍ଧରେ ସହିଦ ଯବାନଙ୍କ ସମ୍ନାନର୍ଥେ କରିବେ ପରିଦର୍ଶନ କରିବା ସହ ଉନ୍ମୋଚନ କରିବେ ସହିଦ୍ ଯବାନଙ୍କ ସ୍ମାରକୀ ।

ଫଟୋ ସୌଜନ୍ୟ: ଏଏନ୍ଆଇ

ଜମ୍ମୁ କାଶ୍ମୀର: ଜୁଲାଇ 26ରେ ପାଳିତ ହେବାକୁ ଯାଉଛି କାର୍ଗିଲ ବିଜୟ ଦିବସ । ଡ଼୍ରାସ୍ ୱାର ମେମୋରିଆଲ ଆନୁକୁଲ୍ୟରେ ଅନୁଷ୍ଠିତ ହେବ ଏହି ଦିବସ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅବସରରେ ମେମୋରିଆଲ ପରିଦର୍ଶନ କରିବେ । ଏହା ସହ କାର୍ଗିଲ ଯୁଦ୍ଧରେ ସହିଦ୍ ହୋଇଥିବା ଯବାନଙ୍କ ସ୍ମାରକୀ ଉନ୍ମୋଚନ କରିବା ସହ ସହିଦଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳୀ ଦେବାର ବ୍ୟବସ୍ଥା ମଧ୍ୟ ରହିଛି।

ABOUT THE AUTHOR

...view details