ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଜାରି ରହିଛି ମହାସଂଗ୍ରାମ । ଏହାରି ମଧ୍ୟରେ କଙ୍ଗନା ମନାଲିରୁ ମୁମ୍ବାଇ ଫେରୁଥିବାବେଳେ ମହାରାଷ୍ଟ୍ର ସରକାର ଆକ୍ରୋଶମୂଳକ ଭାବରେ ବିଏମସି ମାଧ୍ୟମରେ କଙ୍ଗନାଙ୍କ ଅଫିସକୁ ଭାଙ୍ଗି ମାଟିରେ ମିଶାଇଦେଇଥିଲା । ତେବେ ଏହି ଘଟଣାରେ କଙ୍ଗନା ବିଏମସିକୁ 2 କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ।
ମଣିକର୍ଣ୍ଣିକା ଅଫିସ ଭାଙ୍ଗିବା ଘଟଣା: ବିଏମସିକୁ 2 କୋଟିର କ୍ଷତିପୂରଣ ମାଗିଲେ କଙ୍ଗନା - ମଣିକର୍ଣ୍ଣିକା ଅଫିସ ଭଙ୍ଗିବା ଘଟଣା
ମହାରାଷ୍ଟ୍ର ସରକାର ଆକ୍ରୋଶମୂଳକ ଭାବରେ ବିଏମସି ମାଧ୍ୟମରେ କଙ୍ଗନାଙ୍କ ଅଫିସକୁ ଭାଙ୍ଗି ମାଟିରେ ମିଶାଇଦେଇଥିଲା । ତେବେ ଏହି ଘଟଣାରେ କଙ୍ଗନା ବିଏମସିକୁ 2 କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି । ଅଧିକ ପଢନ୍ତୁ...
![ମଣିକର୍ଣ୍ଣିକା ଅଫିସ ଭାଙ୍ଗିବା ଘଟଣା: ବିଏମସିକୁ 2 କୋଟିର କ୍ଷତିପୂରଣ ମାଗିଲେ କଙ୍ଗନା ମଣିକର୍ଣ୍ଣିକା ଅଫିସ ଭଙ୍ଗିବା ଘଟଣା: ବିଏମସିକୁ 2 କୋଟିର କ୍ଷତିପୂରଣ ମାଗିଲେ କଙ୍ଗନା](https://etvbharatimages.akamaized.net/etvbharat/prod-images/768-512-8812880-thumbnail-3x2-kngna.jpg)
ମଣିକର୍ଣ୍ଣିକା ଅଫିସ ଭଙ୍ଗିବା ଘଟଣା: ବିଏମସିକୁ 2 କୋଟିର କ୍ଷତିପୂରଣ ମାଗିଲେ କଙ୍ଗନା
ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଏକ ନୋଟିସ ମଧ୍ୟ ପଠାଇଛନ୍ତି । ଏଥିରେ ସେ ମଣିକର୍ଣ୍ଣିକା ଅଫିସ ଭଙ୍ଗାରୁଜା ନେଇ ବିଏସସିକୁ କ୍ଷତିପୂରଣ ଦାବି କରିଛନ୍ତି । ଗତ ମାସରୁ କଙ୍ଗନା ରଣାୱତ ଏବଂ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍ଯୁଦ୍ଧ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ