ବେଙ୍ଗାଲୁରୁ :ବଢିଲା ଇସ୍ରୋ ମୁଖ୍ୟ କେ. ସିଭନଙ୍କ କାର୍ଯ୍ୟକାଳ ଅବଧି । ଏକ ବର୍ଷ ପାଇଁ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଆଜି ବସିଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
ବଢିଲା ଇସ୍ରୋ ମୁଖ୍ୟ କେ.ସିଭନଙ୍କ କାର୍ଯ୍ୟକାଳ ଅବଧି - ବଢିଲା ଇସ୍ରୋ ମୁଖ୍ୟ କେ.ସିଭନଙ୍କ ଅବଧି
ବଢିଲା ଇସ୍ରୋ ମୁଖ୍ୟ କେ.ସିଭନଙ୍କ ଅବଧି । ବର୍ଷେ ପାଇଁ କାର୍ଯ୍ୟକାଳ ବୃଦ୍ଧି କଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ....
ବଢିଲା ଇସ୍ରୋ ମୁଖ୍ୟ କେ. ସିଭନଙ୍କ କାର୍ଯ୍ୟକାଳ ଅବଧି
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଚେୟାରମ୍ୟାନ କେ. ସିଭନଙ୍କ କାର୍ଯ୍ୟକାଳ 14.1.2021ରୁ 14.01.2022 ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ହେଲେ ସିଭନଙ୍କ କାର୍ଯ୍ୟକାଳ 14.1.2021ରେ ଶେଷ ହୋଇଥାନ୍ତା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ