ଶ୍ରୀନଗର: ଜମ୍ମୁ-କାଶ୍ମୀରର ନୌଗାମରେ ଆତଙ୍କୀ ହମଲା । ସିଆରପିଏଫଙ୍କ ଉପରକୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡିଛି । ଏଥିରେ ସମସ୍ତ ସୁରକ୍ଷାବାହିନୀ ସୁରକ୍ଷିତ ରହିଛନ୍ତି ।
ସିଆରପିଏଫର 110 ବାଟାଲିୟନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ - ନୌଗାମରେ ଆତଙ୍କୀବାଦୀଙ୍କ ଆକ୍ରମଣ
ଜମ୍ମୁ-କାଶ୍ମୀରର ନୌଗାମରେ ଆତଙ୍କୀ ହମଲା । ସିଆରପିଏଫଙ୍କ ଉପରକୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...
ସିଆରପିଏଫର 110 ବାଟାଲିୟନ ଉପରେ ଆତଙ୍କୀବାଦୀଙ୍କ ଆକ୍ରମଣ
ଏନେଇ ସରକାରୀ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ସକାଳ ପ୍ରାୟ 10.30 ସମୟରେ ସିଆରପିଏଫର 110 ବାଟାଲିୟନ ଉପରକୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ବର୍ତ୍ତମାନ ଏହି ଅଞ୍ଚଳକୁ କର୍ଡନ କରାଯାଇ ଆତଙ୍କବାଦୀ ବିରୋଧରେ ଅପରେସନ ଆରମ୍ଭ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
TAGGED:
ନୌଗାମରେ ଆତଙ୍କୀବାଦୀଙ୍କ ଆକ୍ରମଣ