ଓଡିଶା

odisha

ଜମ୍ମୁ କାଶ୍ମୀରରେ ଦୁଇ ଆତଙ୍କୀଙ୍କ ପୋଷ୍ଟର ଜାରି କଲା ପୋଲିସ

By

Published : Oct 17, 2019, 2:54 PM IST

ସୋପିଆନରେ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ଦୁଇ ଜଣ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରାଯାଇଛି । ଜଣେ ଟ୍ରକ ଡ୍ରାଇଭର ଓ ଫଳ ବ୍ୟବସାୟୀଙ୍କ ହତ୍ୟା ମାମଲାରେ ଏହି ଦୁଇଜଣ ସାମିଲ ଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ଇଟିଭି ବ୍ୟୁରୋ

ଶ୍ରୀନଗର: ସୋପିଆନରେ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ଦୁଇ ଜଣ ଆତଙ୍କବାଦୀଙ୍କ ପୋଷ୍ଟର ଜାରି । ସୋପିଆନରେ ଟ୍ରକ ଡ୍ରାଇଭର ଓ ଫଳ ବ୍ୟବସାୟୀଙ୍କ ହତ୍ୟା ମାମଲାରେ ଏହି ଦୁଇଜଣ ସାମିଲ ଥିବା ସୂଚନା ।

ଭିଡିଓ ସୌଜନ୍ୟ: ଇଟିଭି ବ୍ୟୁରୋ

ଦୁଇ ଆତଙ୍କବାଦୀ ହେଲେ ସାୟଦ ନାବିଦ ଓ ରାହୁଲ ମଗରାୟ । ଦୁଇ ଆତଙ୍କୀଙ୍କ ଫଟୋ ଥିବା ପୋଷ୍ଟର ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ବିଭିନ୍ନ କାନ୍ଥରେ ଲଗାଯାଇଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details