ନୂଆଦିଲ୍ଲୀ: ପ୍ରେମିକାକୁ ଧୋକା ଦେବା ଅପରାଧ ନୁହେଁ । ଏପରିକି ଶାରୀରିକ ସମ୍ପର୍କ ପରେ ପ୍ରେମିକ ପ୍ରେମିକାକୁ ଧୋକା ଦେଲେ ତାହା ଅପରାଧରେ ଗଣାଯିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ।
ପ୍ରେମିକାକୁ ଧୋକା ଦେବା ଅପରାଧ ନୁହେଁ: ହାଇକୋର୍ଟ - cheating is not crime
ଏଣିକି ଶାରୀରିକ ସମ୍ପର୍କ ପରେ ପ୍ରେମିକ ପ୍ରେମିକାକୁ ଧୋକା ଦେଲେ ତାହା ଅପରାଧରେ ଗଣାଯିବନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ।

ଫାଇଲ ଫଟୋ
ଏଥିସହ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ବର୍ତ୍ତମାନ ଉଭୟଙ୍କ ସହମତିରେ ରଖାଯାଉଥିବା ଯୌନ ସମ୍ପର୍କ ଏକ ଅପରାଧ ନୁହେଁ ।
ସୂଚନା ଅନୁଯାୟୀ, ଜଣେ ମହିଳା ଜଣେ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଯେଉଁ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ତେବେ ଉଭୟ ପକ୍ଷର ମତ ଶୁଣି ହାଇକୋର୍ଟ ବ୍ୟକ୍ତିଙ୍କୁ ନିର୍ଦୋଷରେ ଖଲାସ କରିବା ସହ ଏହି ନିଷ୍ପତ୍ତି ଶୁଣାଇଥିଲେ ।