ରାଞ୍ଚି: ଝାଡଖଣ୍ଡରେ ଗୁରୁବାର ଜଣେ 75 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତେବେ ଏହା ଝାଡଖଣ୍ଡର ପ୍ରଥମ କୋରୋନା ମୃତ୍ୟୁ ଅଟେ । ଯାହାର ସୂଚନା ଦେଇଛନ୍ତି ବୋକାରୋ ଡେପୁଟି କମିଶନର ମୁକେଶ କୁମାର ।
ଝାଡଖଣ୍ଡରେ କୋରୋନା ନେଲା ପ୍ରଥମ ମୁଣ୍ଡ - ଢାଡଖଣ୍ଡ କୋରୋନା ନ୍ୟୁଜ
ଝାଡଖଣ୍ଡରେ ଗୁରୁବାର ଜଣେ 75 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତେବେ ଏହା ଝାଡଖଣ୍ଡର ପ୍ରଥମ କୋରୋନା ମୃତ୍ୟୁ ଅଟେ । ଯାହାର ସୂଚନା ଦେଇଛନ୍ତି ବୋକାରୋ ଡେପୁଟି କମିଶନର ମୁକେଶ କୁମାର ।
![ଝାଡଖଣ୍ଡରେ କୋରୋନା ନେଲା ପ୍ରଥମ ମୁଣ୍ଡ corona death](https://etvbharatimages.akamaized.net/etvbharat/prod-images/768-512-6718705-584-6718705-1586408305930.jpg)
ଝାଡଖଣ୍ଡରେ କୋରୋନା ନେଲା ପ୍ରଥମ ମୁଣ୍ଡ
ସେହିପରି ଗତ ବୁଧବାର ରାତିରେ ପଞ୍ଜାବ ଜଳନ୍ଧରରେ 59 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ଗତ ଦୁଇ ଦିନ ହେବ ଭେଣ୍ଟିଲେଟରରେ ଥିଲେ । ମାତ୍ର ଗତ ବୁଧବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।