ଓଡିଶା

odisha

ETV Bharat / bharat

ମାର୍ଚ୍ଚ 5ରୁ ଜମ୍ମୁ କାଶ୍ମୀର ପଞ୍ଚାୟତ ନିର୍ବାଚନ

ଜମ୍ମୁ କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କଲା ନିର୍ବାଚନ କମିଶନ । କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର ଏହି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

By

Published : Feb 13, 2020, 7:47 PM IST

jammu-and-kashmir-panchayat-election-decleared-by-election-commission
ଜମ୍ମୁ ଓ କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା କଲା ନିର୍ବାଚନ କମିଶନ

ଶ୍ରୀନଗର: ନିର୍ବାଚନ କମିଶନ ଜମ୍ମୁ ଓ କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଜମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ଏହା ହେବ ପ୍ରଥମ ନିର୍ବାଚନ ।

ଟ୍ବୀଟର ସୌଜନ୍ୟ: @ANI

କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର କହିଛନ୍ତି ପଞ୍ଚାୟତ ନିର୍ବାଚନରେ ବାଲାଟ ବାକ୍ସ ବ୍ୟବହାର କରାଯିବ । ତେବେ ମାର୍ଚ୍ଚ 5ରୁ 20 ତାରିଖ ପର୍ଯ୍ୟନ୍ତ ଜମ୍ମୁରେ 4ଟି ପର୍ଯ୍ୟାୟରେ ନର୍ବାଚନ ଅନୁଷ୍ଠିତ ହେବ ଏବା ସହିତ ସମାନ ତାରିଖ ମଧ୍ୟରେ କାଶ୍ମୀରରେ 8ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।

ଶେଷ ଥର ପାଇଁ 2018 ଡିସେମ୍ବରରେ ଜମ୍ମୁ କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ପଡିଥିଲା ।

ABOUT THE AUTHOR

...view details